Breaking PLUSଦେଶମୁଖ୍ୟ ଖବର

ଆଜି ମୁରୈନା ଜିଲ୍ଲାରୁ ମଧ୍ୟପ୍ରଦେଶରେ ପ୍ରବେଶ କରିବ ରାହୁଲ ଗାନ୍ଧିଙ୍କ ନ୍ୟାୟଯାତ୍ରା

ଭୋପାଳ, 2 ମାର୍ଚ୍ଚ – କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ମୁରୈନା ଜିଲ୍ଲାରୁ ମଧ୍ୟପ୍ରଦେଶରେ ପ୍ରବେଶ କରିବ । ରାଜ୍ୟରେ ଏହି ଯାତ୍ରା 5ଦିନ ରହିବ । ମୁରୈନାରୁ ଆରମ୍ଭ ହୋଇ ଗ୍ୱାଲିୟର, ଶିବପୁରୀ, ଗୁନା, ରାଜଗଡ, ଶାଜାପୁର ଓ ଉଜ୍ଜୟିନୀ ଦେଇ ରତଲାମ ପରେ ରାଜସ୍ଥାନ ଅଭିମୁଖେ ବାହାରିବ । ରାହୁଲ ଗାନ୍ଧି ନିଜର ଏହି ଯାତ୍ରା ସମୟରେ ମୁରୈନାରୁ ଉଜ୍ଜୟିନର ଯାଏ ଭିନ୍ନ ଭିନ୍ନ ଗୋଷ୍ଠୀ ସହ ଆଲୋଚନା କରିବେ । ଅଗ୍ନିବୀର ଯୋଜନାର ପ୍ରାର୍ଥୀ, ପୂର୍ବତନ ସୈନିକ, ଚାଷୀ, ପଯୱାରୀ ପରୀକ୍ଷାର୍ଥୀ, ଏମପିପିଏସସିର ପ୍ରସ୍ତୁତି କରୁଥିବା ଯୁବକ ଓ ମହିଳାଙ୍କ ସହ ଆଲୋଚନା କରିବେ ।

Show More

Related Articles

Back to top button