Breaking PLUSଦେଶମୁଖ୍ୟ ଖବରରାଜନୀତି

ପଶ୍ଚିମବଙ୍ଗରୁ ବିହାରରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା

କୋଲକାତା, 29 ଜାନୁୟାରୀ -କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ସୋମବାର ବିହାରରେ ପ୍ରବେଶ କରିଛି ।ଉତ୍ତର ବଙ୍ଗର ଦାର୍ଜିଲିଂରେ ସୋମବାର ଯାତ୍ରା ଆରମ୍ଭ କରି ଏହା ବିହାରର ସୀମାନ୍ତ କିଶନଗଞ୍ଜରେ ପ୍ରବେଶ କରିଛି ।
ରାହୁଲ ଗାନ୍ଧିଙ୍କ ଏହି ଯାତ୍ରା ଜାନୁୟାରୀ 31ରେ କିଶନଗଞ୍ଜ ରାସ୍ତା ଦେଇ ପୁଣି ଥରେ ପଶ୍ଚିମବଙ୍ଗର ମାଲଦାରେ ପ୍ରବେଶ କରିବ ଏବଂ ମୁର୍ସିଦାବାଦ ଦେଇ ଯିବ । ଜାନୁୟାରୀ 25ରେ ପଶ୍ଚିମବଙ୍ଗରେ ପ୍ରବେଶ ସହିତ ରାହୁଲ ଗାନ୍ଧି ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅଳ୍ପ ବିରାମ ଦେଇଥିଲେ ।

Show More

Related Articles

Back to top button