Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

28ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର- ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ସମୟରେ ସମୟରେ ସେ ଏପ୍ରିଲ ୨୮ ରେ ସାଲେପୁର ଗସ୍ତ କରିବେ ବୋଲି ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା ଅଜୟ କୁମାର ସୂଚନା ଦେଇଛନ୍ତି। ଏହାପରେ ରାହୁଲ ମଧ୍ୟ ମେ ୩-୪ ରେ ରାୟାଗଡା ଗସ୍ତ କରି ପ୍ରଚାର କରିବେ ବୋଲି ଦଳର ନେତା ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଫେବୃଆରୀ ମାସରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଆସି ରାହୁଲ ଗାନ୍ଧୀ ଓଡ଼ିଶାରେ ପହଂଚିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button