Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀ ସମୁଦ୍ରକୂଳ ନିକଟରେ ବାର୍‌ହା ଆକ୍ରାମଣରେ ଦୁଇ ଜଣ ମହିଳା ସଫେଇ କର୍ମଚାରୀ ଆହାତ

ପୁରୀ ସମୁଦ୍ରକୂଳ ଅଞ୍ଚଳରେ ବାର୍‌ହା ଆକ୍ରାମଣରେ ଦୁଇ ଜଣ ମହିଳା ସଫେଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଦୁଇ ଜଣ ମହିଳା ସଫେଇ କର୍ମଚାରୀ ହେଲେ- ରୁମାନୀ ନାୟକ ଓ ରୋହିଣୀ ନାୟକ। ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି।

ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଥିଲା। ରୁମାନୀ ଓ ରୋହିଣୀ ସ୍ୱର୍ଗଦ୍ୱାର ନିକଟରେ ସମୁଦ୍ରକୂଳ ରାସ୍ତା ସଫା କରୁଥିବା ସମୟରେ ହଠାତ୍ ଏକ ବାର୍‌ହାଟି ସେମାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ଉଭୟଙ୍କ ହାତ, ଗୋଡ଼, ଆଙ୍ଗୁଠି ଓ ଜଙ୍ଘ ଆଦିରେ ଗଭୀର କ୍ଷତ ହୋଇଛି ।

ଏହି ଦୁଇ ମହିଳା ସଫେଇ କର୍ମଚାରୀଙ୍କ ପାଟି ଶୁଣି କିଛି ଦୂରରେ ଥିବା ନୋଳିଆମାନେ ଦୌଡ଼ି ଆସିଥିଲେ। ଏହା ପରେ ବାର୍‌ହାଟି ସେଠାରୁ ପଳାଇ ଯାଇଥିଲା ।

Show More

Related Articles

Back to top button