Breaking PLUSଓଡ଼ିଶାମୁଖ୍ୟ ଖବର

ରେଳ ଟ୍ରାକ୍‌ରୁ ମାଆ ଓ ଶିଶୁକନ୍ୟାର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଉଜୁଡ଼ା ପଞ୍ଚାୟତ ଅଭିମାନପୁର ଗାଁ ନିକଟ ରେଲ୍‌ୱେ ଟ୍ରାକ୍‌ରୁ ଜଣେ ମହିଳା ଓ ତାଙ୍କ ବର୍ଷକର ଶିଶୁକନ୍ୟାର ମୃତଦେହ ରବିବାର ଉଦ୍ଧାର କରାଯାଇଛି ।

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଉଜୁଡ଼ା ପଞ୍ଚାୟତ ଅଭିମାନପୁର ଗାଁ ନିକଟ ରେଲ୍‌ୱେ ଟ୍ରାକ୍‌ରୁ ଜଣେ ମହିଳା ଓ ତାଙ୍କ ବର୍ଷକର ଶିଶୁକନ୍ୟାର ମୃତଦେହ ରବିବାର ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଟ୍ରେନ୍‌ରେ କଟି ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରି ନାହିଁ । ତେବେ ଝିଅଘର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି । ଘଟଣାସ୍ଥଳରେ ଟାଙ୍ଗୀ ପୁଲିସ୍‌ ପହଞ୍ଚି ଶବ ଦୁଇଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button