Breaking PLUSଦେଶମୁଖ୍ୟ ଖବର

ଅଯୋଧ୍ୟାରେ 51 ସ୍ଥାନରେ 22ହଜାରରୁ ଅଧିକ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା

ଅଯୋଧ୍ୟା- ଯୋଗୀ ସରକାର ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଆସିବାକୁ ଥିବା ଭକ୍ତଙ୍କ ଗାଡି ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଭୀଷଣ ଭିଡ ମଧ୍ୟରେ ପାର୍କିଂ ପାଇଁ କାହାକୁ ହଇରାଣ ହେବାକୁ ନପଡୁ ଏଥିପାଇଁ ପାର୍କିଂ ସ୍ଥଳକୁ ଗୁଗୁଲ ମ୍ୟାପରେ ଅପଲୋଡ କରାଯାଇଛି । ଏଠାରେ ପାର୍କିଂ ସ୍ଥଳକୁ ଭିଭିଆଇପି, ଭିଆଇପି ଓ ଅନ୍ୟ ଅତିଥିଙ୍କ ପାଇଁ ରିଜର୍ଭ କରାଯାଇଛି । ଏହି ପାର୍କିଂ ୱେୟାରଲେସ ଓ ପିଏ ସିଷ୍ଟମ ସହିତ ଜଡିତ ଅଟେ । ଏହା ସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

Show More

Related Articles

Back to top button