Breaking PLUSଓଡ଼ିଶାମୁଖ୍ୟ ଖବର

ବିଜେଡିରୁ ଇସ୍ତଫା ଦେଲେ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ୱର- ବିଜେଡିରୁ ଇସ୍ତଫା ଦେଇଛନ୍ତି ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ଦଳର ସଭାପତିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଦଳରେ କ୍ରମାଗତ ଅବହେଳା ଦର୍ଶାଇ ପ୍ରିୟଦର୍ଶୀ ଇସ୍ତଫା ଦେଇଛନ୍ତି। ୨୦୧୪ରେ ସେ ନିର୍ବାଚନ ଲଢି ଜିତିଥିଲେ। ହେଲେ ୨୦୧୯ରେ ତାଙ୍କର ଟିକେଟ କଟିଥିଲା। ୨୦୨୪ରେ ଟିକେଟ ଆଶାୟୀ ଥିଲେ ପ୍ରିୟଦର୍ଶୀ। ହେଲେ ଦଳରେ ଟିକେଟ ମିଳିବା ଆଶା ମଉଳିବା ପରେ ଦଳରୁ ଇସ୍ତଫା ଦେଇଛନ୍ତି।

Show More

Related Articles

Back to top button