Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀର ମନ୍ତ୍ରୀ କୈଳାସ ଗେହଲଟଙ୍କୁ ଇଡି ସମନ

ନୂଆଦିଲ୍ଲୀ- ଆମ ଆଦମୀ ପାର୍ଟିର ସଙ୍କଟ ବଢିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କୁ କଥିତ ମଦ ଦୁର୍ନୀତି ମାମଲାରେ ସମନ ପଠାଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗେହଲଟଙ୍କୁ ଆଜି ପଚରାଉଚରା ପାଇଁ ନୋଟିସ ଜାରି କରିଛି ।
ଦିଲ୍ଲୀ ପରିବହନ ମନ୍ତ୍ରୀଙ୍କ ଉପରେ ଅବକାରୀ ନୀତିର ଡ୍ରାଫ୍ଟ ପ୍ରସ୍ତୁତ କରିବାର ଅଭିଯୋଗ ରହିଛି ।

Show More

Related Articles

Back to top button