Breaking PLUSଓଡ଼ିଶାମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ବସ୍‌ ମାଲିକଙ୍କ ଚିଠି

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ଚିଠି । ପୁଣି ୨ଟି ରୁଟ୍‌ରେ ମୋ ବସ୍‌ ଚଳାଚଳ ପାଇଁ ନିଷ୍ପତ୍ତି ପ୍ରତିବାଦରେ ଚିଠି ଲେଖିଲେ ଘରୋଇ ବସ୍ ମାଲିକ ସଂଘ ।
କେନ୍ଦୁଝର ଓ ବ୍ରହ୍ମପୁର ରୁଟ୍‌ରେ ଚଳାଚଳ ଯୋଜନାର ପ୍ରତିବାଦ କଲେ । ଘରୋଇ ବସ୍‌ ମାଲିକଙ୍କ ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ।

Show More

Related Articles

Back to top button