Breaking PLUSଦେଶମୁଖ୍ୟ ଖବର

ରାଂଚି- ବାରଣାସୀ ବନ୍ଦେ ଭାରତର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ରାଂଚି, 12 ମାର୍ଚ୍ଚ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଂଚି-ବାରଣାସୀ ବନ୍ଦେ ଭାରତ ଏକ୍ସପ୍ରେସକୁ ଗୁଜରାଟରୁ ଭିସି ଜରିଆରେ ସବୁଜ ପତାକା ଦେଖାଇଛନ୍ତି । ରାଂଚିରେ ସମାରୋହପୂର୍ବକ ଏହାର ଲାଇଭ୍ ପ୍ରସାରଣ ଦେଖାଯାଇଥିଲା । ଏଠାରେ ରେଲୱେ ଅଧିକାରୀମାନେ କହିଛନ୍ତି ଯେ, ରାଜଧାନୀରେ ତୃତୀୟ ନୂଆ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହୋଇଛି । ଆଜିଠାରୁ ସାରା ଦେଶରେ 10ଟି ନୂଆ ବନ୍ଦେ ଭାରତ ଆରମ୍ଭ ହେଉଛି । ଏଥିରେ ରାଂଚି-ବନାରସ ବନ୍ଦେ ଭାରତ ବି ସାମିଲ ଅଛି ।

Show More

Related Articles

Back to top button