Breaking PLUSଦେଶ ବିଦେଶମୁଖ୍ୟ ଖବର

ଚର୍ଚ୍ଚିତ ଆମେରିକୀୟ ଅଭିନେତ୍ରୀ ଚିତା ରିଭେରାଙ୍କ 91 ବର୍ଷ ବୟସରେ ବିୟୋଗ

ନ୍ୟୁୟର୍କ- ଚର୍ଚ୍ଚିତ ଆମେରିକୀୟ ଅଭିନେତ୍ରୀ ଓ ଗାୟିକା ଚିତା ରିଭେରାଙ୍କ 91 ବର୍ଷ ବୟସରେ ବିୟୋଗ । କିଛିଦିନ ଧରି ସେ ଅସୁସ୍ଥ ଥିଲେ । ମଙ୍ଗଳବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚିତା ରିଭେରା ଶିକାଗୋ ଓ କିସ୍ ଅଫ୍ ଦ ସ୍ପାଇଡର ବୁମନ ଓ ସ୍ୱିଟ ଚୌରିଟି ପରି ବ୍ରାଡୱେ କ୍ଲିସିକ୍ସରେ ଟୋନି ପୁରସ୍କାରରେ ସମ୍ମାନିତ ହୋଇଥିଲେ । ସେ କଳା କ୍ଷେତ୍ରରେ ବି ଅନେକ ପୁରସ୍କାର ଜିତିଛନ୍ତି । ଦ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ତାଙ୍କ ଝିଅ ଲିସା ମୋର୍ଡେର୍ଟ ଏକ ବୟାନରେ ତାଙ୍କ ମୃତ୍ୟୁ ନେଇ ଘୋଷଣା କରିଛନ୍ତି ।

Show More

Related Articles

Back to top button