Breaking PLUSଦେଶ ବିଦେଶମୁଖ୍ୟ ଖବର

ୱେଷ୍ଟ ବ୍ୟାଙ୍କର ହସ୍ପିଟାଲ ଉପରେ ଇସ୍ରାଏଲ ସେନାର ଆକ୍ରମଣ

ଜେରୁଜେଲମ- ମଙ୍ଗଳବାର ୱେଷ୍ଟବ୍ୟାଙ୍କରେ ଏକ ହସ୍ପିଟାଲରେ ଇସ୍ରାଏଲ ସେନା ଆକ୍ରମଣ କରି ତିନି ପାଲେଷ୍ଟାଇନ ଆତଙ୍କବାଦୀକୁ ହତ୍ୟା କରିଛନ୍ତି । ଇସ୍ରାଏଲ ସେନା ମହିଳା ଓ ଚିକିତ୍ସାକର୍ମୀଙ୍କ ବେଶରେ ହସ୍ପିଟାଲରେ ପ୍ରବେଶ କରିଥିଲେ, ଯାହାକୁ ନେଇ ହସ୍ପିଟାଲକର୍ମୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଇସ୍ରାଏଲ ସେନା ଉପରେ ଅନ୍ତର୍ଜାତୀୟ ସମୁଦାୟ ଚାପ ପକାଇ ଏଭଳି ଅଭିଯାନ ବନ୍ଦ କରିବାକୁ ଅପିଲ କରିଛି । ଗତ 24 ଘଣ୍ଟାରେ ଗାଜାରେ 114 ପାଲେଷ୍ଟାଇନୀୟ ମୃତ୍ୟୁବରଣ କରିଥିବା ବେଳେ 249ଜଣ ଆହତ ହୋଇଛନ୍ତି ।

Show More

Related Articles

Back to top button