Breaking PLUSଦେଶମୁଖ୍ୟ ଖବର

ଘନ କୁହୁଡି କବଳରେ ଦିଲ୍ଲୀ- ଏନସିଆର, ବାୟୁ ବି ହେଲା ପ୍ରଦୂଷଣ

ନୂଆଦିଲ୍ଲୀ- ରାଜଧାନୀ ଦିଲ୍ଲୀ ଓ ସୀମାବର୍ତ୍ତୀ ରାଜ୍ୟରେ ପ୍ରବଳ ଶୀତ ଲହର ଅନୁଭୂତ ହେଉଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ଆଜି ସକାଳେ ଘନ କୁହୁଡି ଛାଇ ରହିଛି । ଭୋର ସାଢେ 4ଟାରୁ 6ଟା ଯାଏ କୌଣସି ଦୃଶ୍ୟମାନ ହେଉନାହିଁ । ଦିଲ୍ଲୀର ଧୌଲା କୁଆଂ, କର୍ତ୍ତବ୍ୟ ପଥ, ଲାଲକିଲ୍ଲା ଅଞ୍ଚଳ ସମେତ ନୋଏଡା, ଗୁରୁଗ୍ରାମର ସାଇବର ସିଟିରେ ପ୍ରବଳ କୁହୁଡି ହୋଇଛି ।
ଚଳିତ ବର୍ଷ 2024 ଜାନୁୟାରୀରେ ଦିଲ୍ଲୀବାସୀ ପ୍ରବଳ ଶୀତ ସହିବା ସହ ଗତ କିଛି ବର୍ଷ ତୁଳନାରେ ଅଧିକ ପ୍ରଦୂଷିତ ବାୟୁ ନିଶ୍ୱାସରେ ନେଇଛନ୍ତି । 2016 ପରେ ଏହା ସବୁଠୁ ଅଧିବ ବିଷାକ୍ତ ବୋଲି ଜଣାପଡିଛି ।

Show More

Related Articles

Back to top button