Breaking PLUSଦେଶମୁଖ୍ୟ ଖବର

ଲୋହରିର ଶୁଭକାମନା ଜଣାଇଲେ ପିଏମ ମୋଦି

ନୂଆଦିଲ୍ଲୀ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋହରି ଅବସରରେ ଶୁଭକମନା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ଆପଣଙ୍କ ଲୋହରି ମଙ୍ଗଳମୟ ହେଉ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଫସଲର ଏହି ପର୍ବ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ, ସମୃଦ୍ଧି ଓ ଖୁସି ଆଣିଦେଉ । ଲୋହରି ଅଗ୍ନି ନିକଟରେ ଆପଣ ନିଜର ପ୍ରିୟଜନଙ୍କ ସହ ଉତ୍ସବର ଆନନ୍ଦ ନିଅନ୍ତୁ ।

Show More

Related Articles

Back to top button