Breaking PLUSଦେଶମୁଖ୍ୟ ଖବରରାଜନୀତି

ମଧ୍ୟପ୍ରଦେଶର ରତଲାମରେ ଆଜି ପିଏମ ମୋଦିଙ୍କ ଜନସଭା

ଭୋପାଳ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାର କରିବେ । ପିଏମ ରତଲାମ ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଜନସଭାକୁ ସମ୍ବୋଧିତ କରିବେ ମୋଦି । ପ୍ରଧାନମନ୍ତ୍ରୀ ଦ୍ୱିପ୍ରହର 2.15 ମିନିଟ ସମୟରେ ଇନ୍ଦୋରରେ ପହଞ୍ଚିବେ । ଏୟାରପୋର୍ଟରେ ସେ 5ମିନିଟ ରହିବା ପରେ 2.20ରେ ରତଲାମ ଯିବେ । 2.45ରେ ରତଲାମ ପହଞ୍ଚି ଜନସଭାକୁ ସମ୍ବୋଧିତ କରିବେ ପିଏମ ମୋଦି । ରତଲାମ ଜନସଭାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଉପସ୍ଥିତ ରହିବେ ।

Show More

Related Articles

Back to top button