Breaking PLUSଦେଶମୁଖ୍ୟ ଖବର

ଭୋଟ ବଦଳରେ ନୋଟ୍ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କଲେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଭାଷଣ ଦେବା ଓ ଭୋଟ୍ ଦେବା ପାଇଁ ଲାଂଚ ନେଉଥିବା ସାଂସଦ ଓ ବିଧାୟକଙ୍କୁ ମକଦ୍ଦମାରୁ ଆଶ୍ୱସ୍ତି ଦେଉଥିବା 1998 ମସିହାର ନିଷ୍ପତ୍ତିକୁ ଖାରଜ କରିଥିବ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ଯେ, ଏହା ସ୍ୱଚ୍ଛ ରାଜନୀତି ସୁନିଶ୍ଚିତ କରିବ ।
ରାୟକୁ ପ୍ରଂଶସା କରି ପିଏମ ମୋଦି ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ସ୍ୱାଗତମ । ମାନନୀୟ ସୁପ୍ରିମକୋର୍ଟଙ୍କ ଏକ ମହାନ ନିଷ୍ପତ୍ତି ଯାହା ସ୍ୱଚ୍ଛ ରାଜନୀତି ସୁନିଶ୍ଚିତ କରିବ ଏବଂ ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସକୁ ଗଭୀର କରିବ ।

Show More

Related Articles

Back to top button