Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆବୁଧାବିରେ ପିଏମ ମୋଦିଙ୍କ ପ୍ରଶଂସା

ଆବୁଧାବି- ସଂଯୁକ୍ତ ଆରବ ଏମିରେଟ୍ସର ବିଶିଷ୍ଟ ଧନୀ ବ୍ୟବସାୟୀ ଲୁଲୁ ଗ୍ରୁପର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ୟୁସୁଫ ଅଲି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଆବୁଧାବି ଚାମ୍ବର ଅଧୀନରେ ଆୟୋଜିତ ଭାରତ ଏବଂ ୟୁଏଇର ବରିଷ୍ଠ ବ୍ୟବସାୟିକ ନେତାଙ୍କ ଏକ ବୈଠକରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗତିଶୀଳ ନେତୃତ୍ୱରେ ଆଜି ଭାରତର ଅଭିବୃଦ୍ଧି ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଦୁନିଆରେ ସବୁଠୁ ମଜବୁତ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି । ସେ କହିଛନ୍ତି ଯେ ୟୁଏଇ ଏବଂ ଭାରତର ଧ୍ୟାନ ଶାନ୍ତି, ସ୍ଥିରତା ଏବଂ ଅର୍ଥନୈତିକ ପ୍ରଗତି ଉପରେ ରହିଛି ।

Show More

Related Articles

Back to top button