Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଦେଶରେ ଅସ୍ଥିରତା ଓ ଅରାଜକତା ବିସ୍ତାର କରିବାକୁ ଚାହୁଁଛି କଂଗ୍ରେସ- ନରେନ୍ଦ୍ର ମୋଦି

ଭୋପାଳ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଧ୍ୟପ୍ରଦେଶର ନୀମଚରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଏମାନେ ଲୋକ ହିଁ ଅଟନ୍ତି, ଯେଉଁମାନେ କି ଦେଶର ହିତ ନିମନ୍ତେ ବଡ ନିଷ୍ପତ୍ତି ନେଉଥିବା ବିଜେପି ସରକାର ଗଠନ କରିଛନ୍ତି । ଏକଥା କଂଗ୍ରେସର ହଜମ ହେଉନାହିଁ । କଂଗ୍ରେସ ଦେଶରେ ଅସ୍ଥିରତା ବିସ୍ତାର କରିବାକୁ ଚାହୁଁଛି । ଏଥିପାଇଁ କଂଗ୍ରେସ କାହା କାହା ସହିତ ବୁଝାମଣା କରୁଛି । ଯେଉଁ ଲୋକମାନେ ଦେଶ ବିରୁଦ୍ଧରେ କହୁଛନ୍ତି, କଂଗ୍ରେସ ସେମାନଙ୍କ ସହ ଠିଆ ହେଉଥିବାର ଦେଖିବାକୁ ମିଳିଛି । ଏଥିପାଇଁ ମଧ୍ୟପ୍ରଦେଶର ଲୋକଙ୍କ କଂଗ୍ରେସ ଠାରୁ ସତର୍କ ରହିବାକୁ ପଡିବ । କଂଗ୍ରେସ ଦେଶ ପାଇଁ କେବଳ ସମସ୍ୟା ସୃଷ୍ଟି କରିବା ଜାଣେ, ତା ପାଖରେ କୌଣସି ସମାଧାନ ନାହିଁ ବୋଲି ପିଏମ ମୋଦି କହିଛନ୍ତି ।

Show More

Related Articles

Back to top button