Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ପାରାଦୀପ ଜାହାଜରୁ କୋକେନ ଜବତ ମାମଲାର ତନାଘନା

ଓଡ଼ିଶା ଲିଙ୍କ୍ ନେଇ ଖୋଳତାଡ

ଭୁବନେଶ୍ୱର, 1 ଡିସେମ୍ବର – ପାରାଦୀପର ଏକ ଜାହାଜରୁ କୋକେନ୍ ଜବତ ମାମଲାର ଛାନଭିନ୍ ଆରମ୍ଭ ହୋଇଛି । ଓଡ଼ିଶା ଲିଙ୍କ୍ ନେଇ ତନାଘନା ଆରମ୍ଭ ହୋଇଛି । ଏସଟିଏଫର 3ଜଣିଆ ଟିମ୍ ପାରାଦୀପ ଯାଇଛନ୍ତି । ଏହି ଟିମ୍ ଅଟକ ଥିବା କ୍ରିଉ ମେମ୍ବରଙ୍କୁ ପଚରାଉଚରା କରିବେ ।
ଗତକାଲି ଇଣ୍ଡୋନେସିଆରୁ ପାରାଦ୍ୱୀପ ଆସିଥିବା ଏକ ଜାହାଜରୁ 220 କୋଟିର କୋକେନ ଜବତ ହୋଇଥିଲା । କୋକେନ ଜବତ ପରେ ଜାହାଜ ସହ ସମସ୍ତ କ୍ରିଉ ମେମ୍ବରକୁ ଅଟକ ରଖିଛି କଷ୍ଟମ ବିଭାଗ । ପାରାଦୀପର ଏକ ଲୁକାୟତ ସ୍ଥାନରେ କଷ୍ଟମ ବିଭାଗ, ଏସ ଟି ଏଫ୍ ଓ ଏନସିବି ଟିମର ଚାଲିଛି ତନାଘନା।

Show More

Related Articles

Back to top button