ସ୍ୱାସ୍ଥ୍ୟ

ଅମୃତଭଣ୍ଡା ଭଳି ଏହାର ମଞ୍ଜି ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ

ଅମୃତ ଭଣ୍ଡା ଯେପରି ସ୍ୱାଦିଷ୍ଟ ହୋଇଥାଏ ସେଭଳି ସ୍ୱାସ୍ଥ୍ୟ ପକ୍ଷ ମଧ୍ୟ ହିତକର ଅଟେ l ଅଧିକାଂଶ ଲୋକ ପାଚିଲା ଅମୃତ ଭଣ୍ଡାକୁ ଖାଇବାକୁ ପସନ୍ଦ କରି ଥାନ୍ତି ,କିନ୍ତୁ କାଟିବା ବେଳେ ଏଥିରେ ଥିବା ମଞ୍ଜି ଗୁଡିକୁ ଫିଙ୍ଗି ଦିଅନ୍ତି

ଅମୃତ ଭଣ୍ଡା ମଞ୍ଜି ଉପରେ ଗୋଟିଏ ପତଳା ଆବରଣ ଥାଏ ,ଏହାକୁ କାଢିତ ହେବନାହିଁ ତେଣୁ ଖରାରେ ଶୁଖାଇ ତାହାକୁ ଯଦି ଆପଣ ସଂଚୟ କରି ରଖି ପାରିବେ ତେବେ ଏହା ଶରୀର ପାଇଁ ଅତ୍ୟନ୍ତ ହିତକର ଅଟେ l ଏହି ମଞ୍ଜିକୁ ଶୁଖିଗଲା ପରେ ଗୁଂଡକାରୀ ଗୋଟିଏ ଦେବାରେ ରଖି ନିଅନ୍ତୁ ଏହା ଉଭୟ ଶରୀର ଓ ତ୍ୱଚାପାଇଁ ହିତକର l

* ଅମୃତଭଣ୍ଡା ମଞ୍ଜି ତ୍ୱଚା ସମ୍ବଧୀୟ ଅଧିକାଂଶ ଅସୁବିଧାକୁ ଦୂର କରିଥାଏ l ଏଥିରେ ଆଣ୍ଟିଏଜିଙ୍ଗ ଗୁଣ ରହିଛି ଯାହା ଚର୍ମରେ କୁଞ୍ଚନ ଆସିବା ପାଇଁ ଦିଏ ନାହିଁ l ତେଣୁ ପ୍ରତେକ ଦିନ ଅମୃତଭଣ୍ଡା ମଞ୍ଜିର ଗୁଣ୍ଡକୁ କିଛି ମାତ୍ରାରେ ସେବନ କରିବା ବଶ୍ୟକ l

* ଆଣ୍ଠୁଗଣ୍ଠି ଜନ୍ତରିଆନା ସହିତ ଆଣ୍ଠୁଫୁଲା ଆଜିକାଲିର ଏକ ସାଧାରଣ ସମସ୍ୟା l ତେଣୁ ଏଥିରୁ ଆରମ୍ଭ ପାଇବା ପାଇଁ ପ୍ରତେକ ଦିନ କିଛି ମାତ୍ରାରେ ଅମୃତଭଣ୍ଡା ମଞ୍ଜି ସେବନ କରିବା ଆବଶ୍ୟକ ,କାରଣ ଏଥିରେ ଭିଟାମିନ-ସି ଓ ପଲିଫୋନଲସ ଭଳି ଯୌଗିକ ରହିଛି ଯାହା ଆଣ୍ଟିଇନ୍ଫ୍ଲମେଟୋରି ଗୁଣରେ ଭରପୁର ହୋଇଥିବା କାରଣରୁ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରମ୍ଭ ଦେଇଥାଏ l

* ହୃଦୟ ସମ୍ବଧୀୟ ସମସ୍ୟା ପାଇଁ ଅମୃତଭଣ୍ଡା ମଞ୍ଜି ରାମବାଣ ଅଟେ l ଏହା ଆମ ହୃତ୍ପିଣ୍ଡକୁ ରକ୍ଷା କରିଥାଏ ,କାରଣ ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟିଆକ୍ସିଡେଣ୍ଟ ରହିଛି l ଯାହା ହୃତ୍ପିଣ୍ଡର ଧମନୀ ଗୁଡିକୁ ସୁସ୍ଥ ରଖିଥାଏ l ଏହା ସହିତ ନିୟମିତ ସେବନ କରିବା ଦ୍ୱାରା ଉଚ ରକ୍ତଚାପ ଓ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରିତ ହୋଇଥାଏ l

* ଅମୃତଭଣ୍ଡା ମଞ୍ଜି ପେଟ ସହିତ ଯୋଡି ହୋଇଥିବା ସମସ୍ତ ସମସ୍ୟାକୁ ଦୂର କରିବା ସହିତ ଗ୍ୟାସ ଏସିଡ଼ିଟି ଇତ୍ୟାଦିକୁ ମଧ୍ୟ ଠିକ କରିଥାଏ କାରଣ ଏଥିରେ ଫାଇବର ରହିଥିବା କାରଣରୁ ବିଷାକ୍ତ ପଦାର୍ଥ ଗୁଡିକୁ ଶରୀରରୁ ଠିକରେ ବାହାର କରିଥାଏ l

Show More

Related Articles

Back to top button