ସ୍ୱାସ୍ଥ୍ୟ

ମହାମାରୀ କରୋନା ଠାରୁ ଦୁରେଇ ରହିବା ପାଇଁ ସେବନ କରନ୍ତୁ ଏହି ୫ଟି ଖାଦ୍ୟ

ଆସନ୍ତୁ ପଢିବା ଓ ଜାଣିବା ସେଗୁଡିକ କଣକଣ-

କରୋନା ପାଇଁ ସାରା ବିଶ୍ବ ଏବେ ସଙ୍କଟ ଦେଇ ଗତି କରୁଛି । ଦିନକୁ ଦିନ କରୋନା ଭୂତାଣୁ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆମ ଦେଶ ଓ ରାଜ୍ୟରେ ସରକାରଙ୍କ ଅନେକ ପଦକ୍ଷେପ ସତ୍ତ୍ଵେ ମଧ୍ୟ ଏହି କରୋନା ପ୍ରଭାବ ବଢ଼ିଚାଲିଛି । ଏହି ମଧ୍ୟରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଲୋକଙ୍କ ରୋଗ ପ୍ରତିରୋଧକ ବୃଦ୍ଧି କରୁଥିବା ଖାଦ୍ୟ ପାନୀୟ ଗୁଡ଼ିକୁ ସେବନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ତେବେ ୫ଟି ଜିନିଷ ଯାହା ଆପଣଙ୍କ ଶରୀରରୁ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ କରେ, ତାହା ଏହି ସମୟରେ ନ ଖାଇବା ଉଚିତ୍ ।

କ୍ୟାଣ୍ଡି : କ୍ୟାଣ୍ଡି ଏବଂ ଜେଲି ଖାଇଲେ ଶରୀର ଉପରେ ଏହା କୁପ୍ରଭାବ ପକାଇଥାଏ। ଚିନି ଥିବା କ୍ୟାଣ୍ଡି ଶରୀରରେ ଧଳା ରକ୍ତ କୋଷିକାକୁ ଦୁର୍ବଳ କରିଦିଏ।

ଷ୍ଟ୍ରବେରି- ଷ୍ଟ୍ରବେରି ଖାଇବା ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ କରେ। ତେଣୁ ଏହା ଖାଇବା ମନା।

କଫି- କଫିର ଅଧିକ ସେବନ ଦ୍ଵାରା inflammation ହୋଇଥାଏ । କଫିରେ କଫିନ୍ ଥାଏ ଏବଂ କଫିର ଅଧିକ ସେବନ କରିବା ଦ୍ୱାରା ଆଜୀର୍ଣ୍ଣ ରୋଗ, ପେଟ ବ୍ୟଥା ଏବଂ ଉଦରରେ ବାୟୁଯୁକ୍ତ ସମସ୍ୟା ଦେଖାଦେଇଥାଏ।

ଚିପ୍ସ- ଚିପ୍ସରେ ଲୁଣ ଏବଂ ଫ୍ୟାଟର ମାତ୍ରା ଅଧିକ ଥାଏ। ଏହାଦ୍ଵାରା ଅନେକ ସମସ୍ୟା ଉତ୍ପନ ହୁଏ।

ଆଇସକ୍ରିମ୍- ଆଇସକ୍ରିମ୍ ଚିନି, ଫ୍ୟାଟ୍ କ୍ରିମ୍ ଏବଂ କ୍ଷୀରରେ ପ୍ରସ୍ତୁତ ହୋଇଥାଏ। ଏହି କାରଣରୁ, ଏଥିରେ ଥିବା ସନ୍ତୁଳିତ ଚର୍ବିର ପରିମାଣ ଅଧିକ ଥାଏ ।

Show More

Related Articles

Back to top button