Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ପାକିସ୍ତାନର କାର୍ଯ୍ୟକାରୀ ଗୃହମନ୍ତ୍ରୀ କହିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ହେଉଛନ୍ତି କୋର୍ଟଙ୍କ ଗେହ୍ଲା, ଜେଲରେ ମିଳୁଛି ରାଜକୀୟ ସୁବିଧା

ଇସଲାମାବାଦ-ପାକିସ୍ତାନର କାର୍ଯ୍ୟକାରୀ ଗୃହମନ୍ତ୍ରୀ ସରଫରାଜ ଅହମଦ ବୁଗତି କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ହେଉଛନ୍ତି କୋର୍ଟଙ୍କ ପ୍ରିୟ । ଜେଲରେ ଇମ୍ରାନଙ୍କୁ ରାଜକୀୟ ସୁବିଧା ମିଳୁଛି । ଗୃହମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଯେଉଁ ସୁବିଧା ଉପଲବ୍ଧ କରାଯାଇଛି, ତାହା ଅନ୍ୟ କୌଣସି କଏଦୀଙ୍କୁ ଏପରିକି ଜେଲରେ ବନ୍ଦ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଯୋଗାଇ ଦିଆଯାଇନାହିଁ । ଇମ୍ରାନଙ୍କୁ ମିଳୁଥିବା ସୁବିଧା ଗୋଟିଏ ସାଧାରଣ ନାଗରିକର କଳ୍ପନା ବାହାରେ ।
ଇମ୍ରାନ କୋର୍ଟଙ୍କ ପ୍ରିୟ, ତେଣୁ ତାଙ୍କୁ ସବୁ ସୁବିଧା ମିଳୁଛି ।

Show More

Related Articles

Back to top button