Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ବାଲୁକାକଳା ମାଧ୍ୟମରେ ବିଗ୍‌ବିଙ୍କୁ ଜନ୍ମଦିନର ଶୁଭେଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଆଜି ବଲିଉଡର ମହାନାୟକ ଅମିତାଭ ବଚନଙ୍କ ୭୮ ତମ ଜନ୍ମଦିନ । ଏହି ଅବସରରେ ତାଙ୍କ ପାଖକୁ ପ୍ରଶଂସକଙ୍କ ମହଲରୁ ଜନ୍ମଦିନର ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି

ଆଜି ବଲିଉଡର ମହାନାୟକ ଅମିତାଭ ବଚନଙ୍କ ୭୮ ତମ ଜନ୍ମଦିନ । ଏହି ଅବସରରେ ତାଙ୍କ ପାଖକୁ ପ୍ରଶଂସକଙ୍କ ମହଲରୁ ଜନ୍ମଦିନର ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ବିଶେଷ ଦିନ ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀର ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରି ବିଗ୍‌ବି ଅମିତାଭ ବଚ୍ଚନଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି । ଏହି ବାଲୁକା ଚିତ୍ର କଳାରେ ସୁଦର୍ଶନ ଅମିତାଭଙ୍କ ପ୍ରତିମୂତ୍ତିକୁ ସ୍ଥାନ ଦେଇ ୭୮ ତମ ଜନ୍ମଦିନର ଶୁଭେଚ୍ଛା ବାର୍ତା ଦେଇଛନ୍ତି ।

Show More

Related Articles

Back to top button