Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା ମୃତ୍ୟୁ, ଗତ ୨୪ ଘଣ୍ଟାରେ ୩୨ ଆକ୍ରାନ୍ତଙ୍କ ମୃତ୍ୟୁ

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫ , କଳାହାଣ୍ଡି ଓ ସୁନ୍ଦରଗଡରୁ ୪ ଲେଖାଏଁ, ଅନୁଗୁଳ , କେନ୍ଦ୍ରାପଡାରୁ ୩ ଲେଖାଏଁ, ନବରଙ୍ଗପୁର, ପୁରୀ ଓ ରାୟଗଡାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଗଜପତି, ଗଞ୍ଜାମ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୫୧୬ରେ ପହଞ୍ଚିଛି।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୩୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫ , କଳାହାଣ୍ଡି ଓ ସୁନ୍ଦରଗଡରୁ ୪ ଲେଖାଏଁ, ଅନୁଗୁଳ , କେନ୍ଦ୍ରାପଡାରୁ ୩ ଲେଖାଏଁ, ନବରଙ୍ଗପୁର, ପୁରୀ ଓ ରାୟଗଡାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଗଜପତି, ଗଞ୍ଜାମ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୫୧୬ରେ ପହଞ୍ଚିଛି।

Show More

Related Articles

Back to top button