Breaking PLUSଓଡ଼ିଶାମୁଖ୍ୟ ଖବର

ଓଟିଭି ପକ୍ଷରୁ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ସହାୟତା

ଓଟିଭି ପକ୍ଷରୁ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡା । ଅରିନ୍ଦମଙ୍କ ଅକାଳ ବିୟୋଗ ଏକ ଅପୂରଣୀୟ କ୍ଷତି କହିଲେ ଜାଗି ମଙ୍ଗତ । ସେ କହିଛନ୍ତି ଯେ, କେବଳ ମୋ ପାଇଁ ନୁହେଁ, ସାରା ଅନୁଷ୍ଠାନ ପାଇଁ ଏହା ଏକ ଅପୂରଣୀୟ କ୍ଷତି ।

Show More

Related Articles

Back to top button