Breaking PLUSଓଡ଼ିଶାମୁଖ୍ୟ ଖବର

ଲଘୁଚାପ ନେଇପାରେ ବାତ୍ୟାର ରୂପ

ପୁଣି ଆସିପାରେ ବାତ୍ୟା । ଲଘୁଚାପ ୱେଲମାର୍କରେ ପରିଣତ ହୋଇଥିବା ବେଳେ ବାତ୍ୟା ନେଇ ଆଶଙ୍କା ।

ପୁଣି ଆସିପାରେ ବାତ୍ୟା । ଲଘୁଚାପ ୱେଲମାର୍କରେ ପରିଣତ ହୋଇଥିବା ବେଳେ ବାତ୍ୟା ନେଇ ଆଶଙ୍କା କରାଯାଉଛି । ୧୨ଘଂଟା ଭିତରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ୨୬ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଛି । ପୁରୀ ଓ ଗୋପାଳପୁର ମଧ୍ୟରେ ବାତ୍ୟା ଅତିକ୍ରମ କରିପାରେ ।ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନ ହୋଇପାରେ । ପବନର ବେଗ ୬୫ରୁ ୧୦୦କିମି ପର୍ଯ୍ୟନ୍ତ ବହିପାରେ । ତେବେ ଏନେଇ ଖୁବଶୀଘ୍ର ସ୍ପଷ୍ଟ କରିବ ଆଂଚଳିକ ପାଣିପାଗ କେନ୍ଦ୍ର ।

Show More

Related Articles

Back to top button