Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଅପରେସନ ଅଜୟ, ଫେରିଲେ 7 ଓଡ଼ିଆ

ଭୁବନେଶ୍ୱର- ଅପରେସନ ଅଜୟରେ ସ୍ୱଦେଶକୁ ଫେରୁଛନ୍ତି ଭାରତୀୟ । ଏହି କ୍ରମରେ ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭୁବନେଶ୍ୱର ଫେରିଛନ୍ତି ଆଉ ୭ ଜଣ ଓଡ଼ିଆ । ଅପରେସନ୍ ଅଜୟରେ ସେମାନଙ୍କୁ ଇସ୍ରାଏଲରୁ ଉଦ୍ଧାର କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି ।

Show More

Related Articles

Back to top button