Breaking PLUSଓଡ଼ିଶାମୁଖ୍ୟ ଖବର

ଭଦ୍ରକରେ ଦୁର୍ଘଟଣା, ଜଣେ ମୃତ, 6 ଗୁରୁତର

ଭଦ୍ରକ-ଦୁର୍ଘଟଣାର ଦିନ । ଭଦ୍ରକ ଜିଲ୍ଲା ଏନ୍ଏଚ୍ ୧୬ ଗେଲପୁର ଛକ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6ଜଣ ଗୁରୁତର ହୋଇପଡିଛନ୍ତି । ଏକ ଟ୍ରକକୁ ପଛରୁ ପିଟିଲା କାର୍ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇପଡିଛନ୍ତି । କଟକ ସ୍ଥାନାନ୍ତର ବେଳେ ବାଟରେ ଜଣଙ୍କ ମୃତ୍ୟୁ ହୋଇଥିଲା ।

Show More

Related Articles

Back to top button