Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଭୟଙ୍କର ସ୍ଥିତି, ଗତ ୨୪ ଘଣ୍ଟା ମଧ୍ୟରେ ୪୪୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଆଉ ୪୪୪୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୫୭୪ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୮୭୧ ଜଣ ସଂକ୍ରମିତ ହୋଇଛନ୍ତି ।

ରାଜ୍ୟରେ ଆଉ ୪୪୪୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୫୭୪ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୮୭୧ ଜଣ ସଂକ୍ରମିତ ହୋଇଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୮୭, ବାଲେଶ୍ୱରରେ ୧୨୩, ବରଗଡ଼ରେ ୧୭୮, ଭଦ୍ରକରେ ୪୩, ବଲାଙ୍ଗୀରରେ ୧୬୮, ବୌଦ୍ଧରେ ୨୧, କଟକରେ ୨୫୧, ଦେବଗଡ଼ରେ ୩୫, ଢେଙ୍କାନାଳରେ ୨୦, ଗଜପତିରେ ୧୦, ଗଞ୍ଜାମରେ ୬୨, ଜଗତସିଂହପୁରରେ ୩୩, ଯାଜପୁରରେ ୫୮, ଝାରସୁଗୁଡ଼ାରେ ୨୩୧, କଳାହାଣ୍ଡିରେ ୨୭୩, କନ୍ଧମାଳରେ ୨୯, କେନ୍ଦ୍ରାପଡ଼ାରେ ୩୫, କେନ୍ଦୁଝରରେ ୭୫, ଖୋର୍ଦ୍ଧାରେ ୫୮୭, ମାଲକାନାଗିରିରେ ୯, ମୟୂରଭଞ୍ଜରେ ୧୦୦, ନବରଙ୍ଗପୁରରେ ୧୨୭, ନୟାଗଡ଼ରେ ୫୦, ନୂଆପଡ଼ାରେ ୪୩୭, ପୁରୀରେ ୨୧୯, ରାୟଗଡ଼ାରେ ୫୩, ସମ୍ବଲପୁରରେ ୨୪୧, ସୋନପୁରରେ ୨୨, ସୁନ୍ଦରଗଡ଼ରେ ୭୨୨, ରାଜ୍ୟପୁଲରେ ୧୨୫ ଜଣ ସଂକ୍ରମିତ ହୋଇଛନ୍ତି ।

Show More

Related Articles

Back to top button