Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ଗତ 24 ଘଣ୍ଟା ମଧ୍ୟରେ 386 ଜଣ ନୂଆ କରୋନା ରୋଗୀ ଚିହ୍ନଟ

ରାଜ୍ୟରେ ଆଉ ୩୮୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୦ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୧୬୭ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୩ ହଜାର ୦୨୯ରେ ପହଁଚିଛି । ୩୧୭୮୭୦ଜଣ ସୁସ୍ଥ ହୋଇଥିବାବେଳେ ୩୩୦୮ଜଣ ଚିକିତ୍ସାଧୀନ ଅଛନ୍ତି ।

ଆଜି ଅନୁଗୁଳରୁ ୨୭ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୧୬, ବରଗଡ଼ ୧୭, ଭଦ୍ରକ ୨୧, ବଲାଙ୍ଗିର ୧୬, ବୌଦ୍ଧ ୨, କଟକ ୧୯, ଦେଓଗଡ଼ ୮, ଢେଙ୍କାନାଳ ୫, ଗଜପତି ୨, ଗଞ୍ଜାମ ୬, ଜଗତସିଂହପୁର ୭, ଯାଜପୁର ୯, ଝାରସୁଗୁଡ଼ା ୮, କଳାହାଣ୍ଡି ୧୫, କନ୍ଧମାଳ ୧, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୩, ଖୋର୍ଦ୍ଧା ୫୧, କୋରାପୁଟ ୩, ମାଲକାନଗିରି ୧, ମୟୂରଭଞ୍ଜ ୨୩, ନବରଙ୍ଗପୁର ୩, ନୟାଗଡ଼ ୩, ନୂଆପଡ଼ା ୧୩, ପୁରୀ ୧୪, ରାୟଗଡ଼ା ୬, ସମ୍ବଲପୁର ୧୦, ସୋନପୁର ୨, ସୁନ୍ଦରଗଡରୁÿ ୫୮ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲ ୧୩ ବୋଲି ଜଣାଯାଇଛି ।

Show More

Related Articles

Back to top button