Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ହଜାର ୪୨୭ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଦୈନିକ କେସ୍ ହ୍ରାସ ପାଉଛି । ଖସୁଛି ପଜିଟିଭିଟି । ସୁସ୍ଥ ହେଉଛନ୍ତି ଅଧିକ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୩ହଜାର ୪୨୭ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୯ଶହ ୫୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୭୩ । ଏହି ସମୟରେ ରାଜ୍ୟରେ ୬୪ହଜାର ୧୧୨ କୋଭିଡ୍ ଟେଷ୍ଟ ହୋଇଛି । ଆଜି ପଜିଟିଭ୍ ହାର ରହିଛି ୫.୩୪% ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୩ ସଂକ୍ରମିତ ହୋଇଥିବା ବେଳେ କଟକରୁ ୩୯୬, ଯାଜପୁରରୁ ୨୮୫, ବାଲେଶ୍ୱରରୁ ୨୬୧, ପୁରୀରୁ ୨୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ମୟୂରଭଞ୍ଜରୁ ୧୬୨, ନୟାଗଡ଼ରୁ ୧୪୨, ଭଦ୍ରକରୁ ୧୩୯, ଅନୁଗୋଳରୁ ୧୩୮, କେନ୍ଦ୍ରାପଡ଼ାରୁ ୧୧୧, ଜଗସିଂହପୁରରୁ ଚିହ୍ନଟ ହୋଇଛନ୍ତି ୧୦୮ ସଂକ୍ରମିତ ।

ବାକି ୧୯ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୭୩ହଜାର ୯୨୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୨୯ହଜାର ୮୫୧ ଆକ୍ରାନ୍ତ । ଏବେ ରାଜ୍ୟରେ ୪୦ହଜାର ୪୭୧କୁ ହ୍ରାସ ପାଇଛି ଆକ୍ଟିଭ କେସ୍ ।

Show More

Related Articles

Back to top button