Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କମୁଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୮୦ ଜଣ ନୂଆ କରୋନା ସଂକ୍ରମିତ ରୋଗୀ ଚିହ୍ନଟ

ରାଜ୍ୟରେ ତଳମୁହାଁ କରୋନା ମିଟର । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୮୦ ଜଣ ନୂଆ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୫୮ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତ ରୋଗୀ ୬୨୨ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରେ ୧୪୧, ବାଲେଶ୍ୱର ୮୪, ବରଗଡ ୪୯, ଭଦ୍ରକ ୨୪, ବଲାଙ୍ଗିର ୪୪, ବୌଦ୍ଧ ୧୨, କଟକ ୧୦୬, ଦେବଗଡ ୧୧, ଢେଙ୍କାନାଳ ୨୫, ଗଜପତି ୬, ଗଞ୍ଜାମ ୨୦, ଜଗତସିଂହପୁର ୭୨, ଯାଜପୁର ୧୪,ଝାରସୁଗୁଡା ୫୦, କଳାହାଣ୍ଡି ୨୪, କନ୍ଧମାଳ ୭, କେନ୍ଦ୍ରାପଡା ୫୧, କେନ୍ଦୁଝର ୮୭, ଖୋର୍ଦ୍ଦା ୧୧୦, କୋରାପୁଟ୍ ୩୯, ମାଲକାନଗିରି ୨୩, ମୟୁରଭଞ୍ଜ ୧୧୩, ନବରଙ୍ଗପୁର ୪୦, ନୟାଗଡ ୨୮, ନୂଆପଡା ୪୪, ପୁରୀ ୨୭, ରାୟଗଡା ୮, ସମ୍ବଲପୁର ୨୯, ସୋନପୁର ୧୪, ସୁନ୍ଦରଗଡ ୩୦, ଷ୍ଟେଟପୋଲ ୨୬ ।

୪୩,୫୪,୯୫୬ ଜଣଙ୍କର କରୋନା ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୮୨,୬୯୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭ୍ ମାନଙ୍କ ମଧ୍ୟରୁ ୨,୬୪,୧୦୨ ଜଣ ସୁସ୍ଥ ହୋଇଥିବା ବେଳେ ୧୭,୨୮୧ ଜଣ ଏବେ ଚିକିତ୍ସିତ ହେଉଛନ୍ତି ।

Show More

Related Articles

Back to top button