Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୦୯୬ ଟି କରୋନା ନମୂନା ପରୀକ୍ଷଣ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୦୯୬ କରୋନା ନମୁନା ପରୀକ୍ଷଣ କରାଯାଇଛି । ଏଥି ମଧ୍ୟରୁ ୫, ୯୭୦ଟି ଆରଟି-ପିସିଆର, ୩୫,୦୮୨ଟି ଆଣ୍ଟିଜେନ ଓ ୪୪ଟି ଟ୍ରୁନଟ୍‌ ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୩୭୬୨ କରୋନା ନମୁନା ପରୀକ୍ଷା କରାଯାଇଛି। ଏହାଛଡ଼ା ଗଞ୍ଜାମ ଜିଲ୍ଲାରେ ୨୯୯୬, ମୟୂରଭଞ୍ଜ ଜିଲ୍ଲାରେ ୨୬୩୪ ଓ କେନ୍ଦୁଝର ଜିଲ୍ଲାରେ ୨୫୧୭ କରୋନା ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି ।

Show More

Related Articles

Back to top button