Breaking PLUSଓଡ଼ିଶାମୁଖ୍ୟ ଖବର

ବନ୍ୟାରୁ ତ୍ରାହି ନମିଳୁଣୁ ପୁଣି ବର୍ଷା

ଚିନ୍ତାରେ ତଳିଆ ଅଞ୍ଚଳ ଲୋକେ

ବନ୍ୟାରୁ ତ୍ରାହି ନମିଳୁଣୁ ପୁଣି ଆରମ୍ଭ ହେଲାଣି ବର୍ଷା । ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରୁ ବର୍ଷା ଲାଗି ରହିଛି । ଲଘୁଚାପ ଓ ଉପର ମୁଣ୍ଡରେ ବର୍ଷା ଯୋଗୁଁ ଦୁଇ ଦୁଇ ଥର ବନ୍ୟାର ସମ୍ମୁଖୀନ ହେଲେଣି ଭଦ୍ରକ ଜିଲ୍ଲାର ୪ ବ୍ଲକ୍ ବାସିନ୍ଦା ।

ତେବେ ଗତ ବନ୍ୟାର ପାଣି ଏପର୍ଯ୍ୟନ୍ତ ନଛାଡିଥିବା ବେଳେ ପୁଣି ଲଗାଣ ବର୍ଷା ତଳିଆ ଅଞ୍ଚଳର ଲୋକଙ୍କ ନିଦ ହଜାଇ ଦେଇଛି । ଅନେକ ଗାଁ ଏବେ ମଧ୍ୟ ଜଳ ଘେରରେ ଥିବା ବେଳେ ପୁଣି ବର୍ଷା ସମସ୍ୟା ସୃଷ୍ଟି କରୁଛି । ତେବେ ବନ୍ୟା ଏବଂ ଲଘୁଚାପ ବର୍ଷା ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ।

Show More

Related Articles

Back to top button