ଓଡ଼ିଶାସ୍ୱାସ୍ଥ୍ୟ

 ଓଡ଼ିଶାରରେ ଚିହ୍ନଟ ହେଲା ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ

ଓଡ଼ିଶାରରେ ଚିହ୍ନଟ ହେଲା ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ । ଚିହ୍ନଟ ହୋଇଥିବା ଓମିକ୍ରନର ସବ୍ ଭାରିଏଣ୍ଟର ନାଁ ହେଉଛି BM.4.1.1 । ଦେଶରେ ଅନ୍ୟ ୫ଟି ରାଜ୍ୟରେ ମଧ୍ୟ ଏହି ଆରିଏଣ୍ଟ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ମାସକ ମଧ୍ୟରେ ଓଡ଼ିଶାରେ ଓମିକ୍ରନ୍ ର ଏହି ନୂଆ ସବ୍ ଭାରିଏଣ୍ଟରେ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୨ଟି ଲ୍ୟାବ୍ ରେ ଚିହ୍ନଟ ୧୪୯ଟି ସାମ୍ପଲ ମଧ୍ୟରୁ ୧୮ ଜଣଙ୍କ ଠାରେ ଏହି ନୂଆ ସବ୍ ଭାରିଏଣ୍ଟ ଚିହ୍ନଟ ହୋଇଛି। ତେବେ ଏହି ନୂଆ ସବ୍ ଭାରିଏଣ୍ଟ କେତେ ସଂକ୍ରାମକ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏ ସଂପର୍କରେ ସୂଚନା ଦେଇଛି INSACOG ।

Show More

Related Articles

Back to top button