Breaking PLUSଦେଶମୁଖ୍ୟ ଖବର

ଅସ୍ତ୍ରଶସ୍ତ୍ର ସହ ନଗା ନ୍ୟାସନାଲ କାଉନସିଲର 4 କ୍ୟାଡରଙ୍କ ଆତ୍ମସମର୍ପଣ

ମୋନ, 7 ଜାନୁଆରୀ – ନାଗାଲାଣ୍ଡର ନଗା ନ୍ୟାସନାଲ କାଉନସିଲର 4ଜଣ ସକ୍ରିୟ କ୍ୟାଡର ରବିବାର ନାଗାଲାଣ୍ଡର ମୋନ ଜିଲ୍ଲାରେ ଆସାମ ରାଇଫଲ୍ସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛଇ ଯେ, ଏହି କ୍ୟାଡର 2019ରେ ଏହି କ୍ଷେତ୍ରରେ ସକ୍ରିୟ ଥିଲେ । ଆସାମ ରାଇଫଲ୍ସ ପକ୍ଷରୁ ଔପଚାରିକ ଭାବେ କୁହାଯାଇଛି ଯେ, ଆସାମ ରାଇଫଲ୍ସର ପ୍ରୟାସ ଯୋଗୁ ନାଗାଲାଣ୍ଡର ମୋନ ଜିଲ୍ଲାର ଭାକଚଙ୍ଗରେ ନଗା ନ୍ୟାସନାଲ କାଉନସିଲର 4ଜଣ କ୍ୟାଡର ପିସ୍ତଲ ସହ ଆତ୍ମସମର୍ପଣ କରିଛନ୍ତି ।

Show More

Related Articles

Back to top button