Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଏମଭିଆଇ ପଞ୍ଚାନନ ବେହେରା

ଭୁବନେଶ୍ୱର, 9 ଜାନୁୟାରୀ – ଭିଜିଲାନ୍ସ ଜାଲରେ ଏମଭିଆଇ ପଞ୍ଚାନନ ବେହେରା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ନୟାଗଡ ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉରେ 6ଜଣ ଡିଏସପି, 3ଜଣ ଇନସପେକ୍ଟର, 8ଜଣ ଏଏସଆଇ ଓ ଅନ୍ୟ ସହଯୋଗୀମାନେ ସାମିଲ ହୋଇଛନ୍ତି । ପଞ୍ଚାନନଙ୍କର ଖୋର୍ଦ୍ଧା(ଭୁବନେଶ୍ୱର), ନୟାଗଡ, କଟକ ଜିଲ୍ଲାରେ ଥିବା 7ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।

Show More

Related Articles

Back to top button