ଦେଶବ୍ୟକ୍ତିତ୍ୱ

ସୈଫଇ ଗାଁରେ ମୁଲାୟମଙ୍କ ଶେଷକୃତ୍ୟ ସମ୍ପନ୍ନ,ମୁଖାଗ୍ନି ଦେଲେ ପୁଅ ଅଖିଳେଶ

ପଞ୍ଚଭୂତରେ ବିଲୀନ ହେଲେ ମୁଲାୟମ । ଇଟାଓ୍ଵାର ସୈଫଇ ମେଳା ପଡିଆରେ ମାଜବାଦୀ ପାର୍ଟିର ନାୟକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଅନ୍ତିମ ଦର୍ଶନ ପାଇଁ ଲକ୍ଷ ଲକ୍ଷ ସମର୍ଥକଙ୍କ ଭିଡ ଜମିଥିବାବେଳେ ପୁଅ ଅଖିଳେଶ ଯାଦବ ମୁଲାୟମଙ୍କୁ ମୁଖାଗ୍ନି ଦେଇଛନ୍ତି ।

ସମର୍ଥକଙ୍କ ବ୍ୟାତୀତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିଲେ।

 

Show More

Related Articles

Back to top button