ଓଡ଼ିଶା

ସ୍କୁଲ ଯିବାପାଇଁ ବାପା ବାଧ୍ୟ କରିବାରୁ ନିଜକୁ ନିଜେ ଜାଳିଦେଲା ନାବାଳକ

ସ୍କୁଲ ଯିବାପାଇଁ ବାପା ବାଧ୍ୟ କରିବାରୁ ନିଜକୁ ନିଜେ ଜାଳିଦେଲା ନାବାଳକ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଟମକା ଥାନା ସମରପିଟା ଗାଁରେ । ଫଳରେ ନାବାଳକ ଜଣକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ଗୁରୁତର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ।

 

ମିଳିଥିବା ସୂଚନା ଅନୁଯାୟୀ, ନାବାଳକ ଜଣଙ୍କ ସ୍କୁଲ ନଯିବାକୁ ଜିଦ୍‌ କରିଥିଲେ । ବାପା ଆକଟ କରିବାରୁ ନାବାଳକ ଜଣଙ୍କ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

 

Show More

Related Articles

Back to top button