Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦୀଙ୍କ ଦେହାନ୍ତ, କରୋନାରେ ଥିଲେ ଆକ୍ରାନ୍ତ

ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦୀଙ୍କ ଦେହାନ୍ତ । ୬୫ ବର୍ଷ ବୟସରେ କରୋନା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦୀଙ୍କ ଦେହାନ୍ତ । ୬୫ ବର୍ଷ ବୟସରେ କରୋନା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

୧୧ ସେପ୍ଟମ୍ୱରରେ ସେ କରୋନା ପଜିଟିଭ୍ ହୋଇଥିଲେ । ପଜିଟିଭ୍ ଚିହ୍ନଟ ପରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ରେଳ ରାଜ୍ୟ ମନ୍ତ୍ରୀଙ୍କର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୁରେଶ ଅଙ୍ଗଦୀ କରୋନାରେ ମୃତ୍ୟୁ ହେବାର କର୍ଣ୍ଣାଟକର ୨ୟ ସାଂସଦ ଅଟନ୍ତି । ଏହା ପୂର୍ବରୁ ଅଶୋକ ଗଷ୍ଟିଙ୍କର କରୋନା କାରଣରୁ ମୃତ୍ୟୁ ହୋଇଥିଲା । ସେ ରାଜ୍ୟ ସଭାର ସାଂସଦ ଥିଲେ । ସୁରେଶ ଲୋକସଭାର ସାଂସଦ ଥିଲେ ।

Show More

Related Articles

Back to top button