ଜୀବନଚର୍ଯ୍ୟାଦେଶ ବିଦେଶ

ସୋମବାର ଦିନ ଘରକୁ ଆଣନ୍ତୁ ଏହି ୪ଟି ଜିନିଷ

ଭାଗ୍ୟ ବଦଳିଯିବ-

ଆମ ହିନ୍ଦୁ ଧର୍ମରେ ପ୍ରାୟ ଆମେ ସମସ୍ତେ ବାସ୍ତୁ ଓ ଧର୍ମ ଉଭୟକୁ ଦୃଢତାର ସହିତ ବିଶ୍ୱାସ କରିଥାଉ l ଆମେ ସମସ୍ତେ ଲକ୍ଷ୍ମୀଙ୍କୁ ବିଶେଷ ପୂଜାର୍ଚନା କରିଥାଉ କିଛି ପାଇବା ଆଶା ରେ l ଆପଣ ସମସ୍ତେ ଜାଣନ୍ତି ଯେ ସୋମବାର ଦିନଟି ଶିବଙ୍କୁ ଅର୍ପଣ କରାଯାଇଛି ,କିନ୍ତୁ ଏହି ଦିନ ଯଦି ଆପଣ ଏପରି କିଛି ଜିନିଷ ପାଆନ୍ତି ଯାହା ଦ୍ୱାରା ଆପଣଙ୍କର ଭାଗ୍ୟ ଉପରେ ଲକ୍ଷ୍ମୀଙ୍କର କୃପା ରାହିବ ତେବେ ଆପଣଙ୍କର ଭାଗ୍ୟ ବଦଳିଯିବ l ଜୀବନରେ ଆମେ ସମସ୍ତେ ସଫଳାତା ପାଇବା ପାଇଁ ଚାହିଁଥାଉ ଓ ଚେଷ୍ଟା କରି ଥାଉ l ଏପରି କିଛି ୪ଟି ଜିନିଷ ଅଛି ଯାହାକୁ ଆପଣ ସୋମବାରରେ ଲାଭ କରିବା ଦ୍ୱାରା ଲକ୍ଷ୍ମୀଙ୍କର କୃପା ଲାଭ ହେବ l

ସର୍ଵ ପ୍ରଥମ ଉପାୟଟି ହେଲା ଘରେ ଧଳା ରଙ୍ଗର କୌଣସି ଅଣ୍ଡାକାର ପଥର ରଖିବା ,ଯାହା ଦ୍ୱାରା ସ୍ଵୟଂ ଲକ୍ଷ୍ମୀ ଘରକୁ ଆସିଥାନ୍ତି ଓ ଘାରେ ଶାନ୍ତି ସ୍ଥାପନା ହୋଇଥାଏ l ଆପଣ ମଧ୍ୟ ଏହି ପଥରକୁ ପୂଜା କରି ପାରିବେ l

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହଂସ କିମ୍ବା ହରିଣଙ୍କର ଯୋଡ଼ା ରଖିବା ଦ୍ୱାରା ଚମତ୍କାର ଲାଭା ମିଳିଥାଏ l ଏହାକୁ ରଖିଲେ ଭାଗ୍ୟ ଖୋଲିବା ସାହିତ ଶତ୍ରୁ ହାନି ହୋଇଥାଏ l

ଘାରେ ପିରାମିଡ଼ ଆକୃତିର ଜିନିଷରେ ସୋମବାରରେ ଆଣି ରଖନ୍ତୁ l ଏହା ଦ୍ୱାରା ଆପଣଙ୍କ ଭିତରେ ଥିବା ନାକରତ୍ମକ ଶକ୍ତି ଲୋପ ପାଇବ ଓ କାମ କରିବାକୁ ଉର୍ଜା ମିଳିବ l ପିରାମିଡ଼ ସବୁବେଳେ ଘରର ବାତାବରଙ୍କୁ ଶକ୍ତିବାନ କରିଥାଏ l ଜୀବିତ ହେଉ କି ମୃତ ହେଉ ଜଡ଼ ଓ ଚେତନ ସମସ୍ତଙ୍କ ଉପରେ ନିଜର ପ୍ରଭାବ ଛାଡ଼ିଥାଏ l

ମୟୁର ଚନ୍ଦ୍ରିକା ସୋମବାର ଦିନ ଘରକୁ ଆଣିବା ଭାଗ୍ୟଶାଳୀ ଅଟେ l ଘାରେ ମୟୁର ଚନ୍ଦ୍ରିକା ରଖିବା ଦ୍ୱାରା ସମସ୍ତ ପ୍ରକାରର ଖରାପ ଶକ୍ତି ମାନଙ୍କର ବିନାଶ ହୋଇଥାଏ l ଆପଣ ଚାହିଁଲେ ଏହାକୁ ମଧ୍ୟ ସୋମବାର ଦିନ ଶୁଭ ଫଳ ଆସିବ l

Show More

Related Articles

Back to top button