ଦେଶମୁଖ୍ୟ ଖବର

ଆସନ୍ତାକାଲି ଗ୍ଲୋବାଲ ସିଇଓମାନଙ୍କୁ ଭେଟିବେ ମୋଦି

ଆଜି ଦିନ ୧୧ଟା ପରେ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଛାଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକାର ସ୍ଥାନୀୟ ସମୟ ସନ୍ଧ୍ୟା ୬ ଟାରେ ସେ ଓ୍ବାଶିଂଟନରେ ପହଞ୍ଚିବେ। ଏହି ଅବସରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବେବୋଲି ଜଣାପଡ଼ିଛି ।

Show More

Related Articles

Back to top button