Breaking PLUSଦେଶମୁଖ୍ୟ ଖବର

ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ

ଭୁବନେଶ୍ୱର/କେନ୍ଦୁଝର, 9 ଫେବୃଆରୀ – ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜେଡି ବିଧାୟକ ପ୍ରେମାନନ୍ଦ ନାୟକ । କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି ପ୍ରେମାନନ୍ଦ । 2009 ଓ 2019ରୁ ବିଜୁ ଜନତା ଦଳ ଟିକେଟରୁ ଲଢ଼ି ବିଧାୟକ ହୋଇଥିଲେ ପ୍ରେମାନନ୍ଦ । 2019ରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ।

Show More

Related Articles

Back to top button