Breaking PLUSଓଡ଼ିଶାମୁଖ୍ୟ ଖବର

ଖୁଦୁରୁକୁଣିରେ ଅଘଟଣ, ବାଲୁକା ପୂଜା କରିବାକୁ ଯାଇ ଭାସିଗଲେ ନାବାଳିକା

ପାରାଦୀପ : ଖୁଦୁରୁକୁଣିରେ ଅଘଟଣ । ଓଷା ପାଇଁ ବାଲୁକା ପୂଜା କରିବାକୁ ଯାଇଥିବା ବେଳେ ନଦୀରେ ଭାସିଗଲେ ନାବାଳିକା । ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପ ଅଠରବାଙ୍କୀ ନଦୀରେ । ନାବାଳିକା ଜଣକ ଖୁଦୁରୁକୁଣି ଓଷାରେ ବାଲୁକା ପୂଜା ପାଇଁ ଯାଇଥିବା ବେଳେ ନଦୀରେ ଭାସିଯାଇଛନ୍ତି । ନିଖୋଜ ନାବାଳିକା ଜଣକ ହେଲେ ଆରତି ମଲ୍ଲିକ ବୟସ 14ବର୍ଷ । ନିଖୋଜ ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ତଲାସୀ ଅଭିଯାନ ଜାରି ରଖିଛନ୍ତି ।

Show More

Related Articles

Back to top button