Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବଢୁଛି ଶୀତ, 10 ସହରର ତାପମାତ୍ରା 15 ଡିଗ୍ରୀରୁ କମ

ଖସିବ ପାରଦ, ବଢିବ ଶୀତ । ଜାଡରେ ଥରିବ ଓଡ଼ିଶା । 24 ଘଣ୍ଟାରେ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ରେକର୍ଡ ହୋଇଛି । ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଘଟିବ । ତାପମାତ୍ରାରେ 2ରୁ 3 ଡିଗ୍ରୀ ହ୍ରାସ ହେବା ସହ ଶୀତ ବଢିବ । ତେବେ ଗତ 24 ଘଣ୍ଟାରେ ରାଜ୍ୟର 10 ସହରର ତାପମାତ୍ରା 15 ଡିଗ୍ରୀକୁ କମ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି

ଖସିବ ପାରଦ, ବଢିବ ଶୀତ । ଜାଡରେ ଥରିବ ଓଡ଼ିଶା । 24 ଘଣ୍ଟାରେ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ରେକର୍ଡ ହୋଇଛି । ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଘଟିବ । ତାପମାତ୍ରାରେ 2ରୁ 3 ଡିଗ୍ରୀ ହ୍ରାସ ହେବା ସହ ଶୀତ ବଢିବ । ତେବେ ଗତ 24 ଘଣ୍ଟାରେ ରାଜ୍ୟର 10 ସହରର ତାପମାତ୍ରା 15 ଡିଗ୍ରୀକୁ କମ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଶନିବାରଠାରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି । ତେବେ ଆସନ୍ତା 36 ଘଣ୍ଟାରେ ଏହା ଅବପାତର ରୂପ ନେଇ ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏହାର ପ୍ରଭାବ ଓଡିଶା ଉପରେ ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅର୍ଗସ ବ୍ୟୁରୋ : ଖସିବ ପାରଦ, ବଢିବ ଶୀତ । ଜାଡରେ ଥରିବ ଓଡ଼ିଶା । 24 ଘଣ୍ଟାରେ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ରେକର୍ଡ ହୋଇଛି । ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଘଟିବ । ତାପମାତ୍ରାରେ 2ରୁ 3 ଡିଗ୍ରୀ ହ୍ରାସ ହେବା ସହ ଶୀତ ବଢିବ ।

ତେବେ ଗତ 24 ଘଣ୍ଟାରେ ରାଜ୍ୟର 10 ସହରର ତାପମାତ୍ରା 15 ଡିଗ୍ରୀକୁ କମ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଶନିବାରଠାରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି । ତେବେ ଆସନ୍ତା 36 ଘଣ୍ଟାରେ ଏହା ଅବପାତର ରୂପ ନେଇ ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏହାର ପ୍ରଭାବ ଓଡିଶା ଉପରେ ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button