Breaking PLUSଓଡ଼ିଶାମୁଖ୍ୟ ଖବର

ମନୋରମା ମହାନ୍ତି ନୂଆ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା

ଭୁବନେଶ୍ୱର, 30 ଡିସେମ୍ବର – ବଦଳିଲେ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ। ମନୋରମା ମହାନ୍ତି ହେଲେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦେଶକ । ଅହମଦାବାଦ ପାଣିପାଗ ବିଭାଗର ନିର୍ଦେଶକ ଅଛନ୍ତି ମନୋରମା ମହାନ୍ତି । ଏଚଆର୍ ବିଶ୍ୱାସଙ୍କୁ କୋଲକତା ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ବଦଳି କରାଯାଇଛି ।

Show More

Related Articles

Back to top button