Breaking PLUSଓଡ଼ିଶାମୁଖ୍ୟ ଖବର
ମାଲକାନଗିରିରେ ବିମାନର ଟ୍ରାଏଲ ରନ୍

ଭୁବନେଶ୍ୱର, 7 ଜାନୁଆରୀ – ମାଲକାନଗିରି ବିମାନ ବନ୍ଦରରେ ବିମାନର ଟ୍ରାଏଲ ରନ୍ କରାଯାଇଛି । ମାଲକାନଗିରି ଆକାଶରେ ପ୍ରଥମ ଥର ପାଇଁ ଉଡିଛି ବିମାନ । ୭ଟି ଟିକିଆ ସିଟ୍ ବିଶିଷ୍ଟ ବିମାନର ଟ୍ରାଏଲ ରନ୍ କରାଯାଇଛି । ଉଡ଼ାଣ ଯୋଜନାରେ ସାମିଲ୍ ପାଇଁ ଟ୍ରାଏଲ ରନ୍ ହୋଇଥିବା ସୂଚନା ମିଳିଛି ।