କଳା ସଂସ୍କୃତି ଓ ସାହିତ୍ୟଦେଶସ୍ୱତନ୍ତ୍ର

୮ରେ ଚନ୍ଦ୍ରଗ୍ରହଣ, ଭାରତର ଏହିସବୁ ସ୍ଥାନରେ ହେବ ଦୃଶ୍ୟମାନ

ଆସନ୍ତା ନଭେମ୍ବର ୮ତାରିଖରେ ଦେଖିବାକୁ ମିଳିବ ଚନ୍ଦ୍ରଗ୍ରହଣ । ଏହା ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ଭାରତରେ ଦେଖିବାକୁ ମିଳିବ ବର୍ଷର ଶେଷ ଗ୍ରହଣ ଏବଂ ଏହାର ସମୟ ।

ଭାରତୀୟ ସମୟାନୁସାରେ, ସନ୍ଧ୍ୟା ୫.୨୦ରୁ ଆରମ୍ଭ ହୋଇ ୬.୨୦ ସମୟ ପର୍ଯ୍ୟନ୍ତ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ତେବେ ଗ୍ରହଣର ୯ ଘଣ୍ଟା ପୂର୍ବରୁ ଏହାର ସୂତକ କାଳ ଆରମ୍ଭ ହେବ ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଭାରତର ପୂର୍ବ କ୍ଷେତ୍ରରେ ଏହି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ । ଗୌହାଟୀ, ରାଞ୍ଚି, ପାଟନା ଏବଂ କୋଲକାତା ସମତେ ରାଜଧାନୀ ଦିଲ୍ଲୀରେ ମଧ ଦୃଶ୍ୟମାନ ହେବ । ତେଣୁ ଏଠାକାର ଲୋକମାନଙ୍କୁ ଏହି ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡିବ ।

 

Show More

Related Articles

Back to top button