Breaking PLUSଓଡ଼ିଶାମୁଖ୍ୟ ଖବର

ଛତିଶଗଡ଼ରୁ ଆସୁଛି କମ ବର୍ଷା ଜଳ: ଏସଆରସି

ସାଧାରଣ ଲୋକଙ୍କ ପାଇଁ ଆଶସ୍ତିକର ଖବର ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ଛତିଶଗଡ଼ରୁ ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ବର୍ଷା ଜଳ କମ ଆସୁଥିବା ଜଣାପଡ଼ିଛି।

ଭୁବନେଶ୍ୱର : ରାଜ୍ୟରେ ଅନେକ ସ୍ଥାନ ବର୍ତ୍ତମାନ ଜଳମଗ୍ନ ହୋଇ ରହିଛି । ଏହାରି ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଆଶସ୍ତିକର ଖବର ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ଛତିଶଗଡ଼ରୁ ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ବର୍ଷା ଜଳ କମ ଆସୁଥିବା ଜଣାପଡ଼ିଛି। ଗତକାଲି ସାଢେ ୯ ଲକ୍ଷ କ୍ୟୁସେକ ଜଳ ଆସୁଥିଲା । କିନ୍ତୁ ଆଜି ଏହା ୭ ଲକ୍ଷକୁ ଖସି ଆସିଛି। ସେହିପରି ଗତକାଲି ଖଇରମାଳରେ ପ୍ରବାହ ୧୦ ଲକ୍ଷ କ୍ୟୁସେକ ଆଜି ମୁଣ୍ଡଳିରେ ପ୍ରବେଶ କରିଛି। ଆଶା କରୁଛୁ ମୁଣ୍ଡଳିରେ ସେହି ୧୦ ଲକ୍ଷ କ୍ୟୁସେକ ହିଁ ରହିବ । ଆସନ୍ତାକାଲି ମୁଣ୍ଡଳିରେ ଜଳ ପ୍ରବାହ ଧିରେ ଧିରେ କମିବାକୁ ଲାଗିବ ।

Show More

Related Articles

Back to top button