Breaking PLUSଦେଶ ବିଦେଶମୁଖ୍ୟ ଖବର

ଜମ୍ମୁରେ ପୁଣି ଫୁଟିଲା ଗୁଳି; ୩ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ୍

ଜମ୍ମୁ କାଶ୍ମୀରରେ ସିଆରପିଏଫ୍ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଶ୍ରୀନଗର ପନ୍ଥା ଚୌକ୍ ଅଞ୍ଚଳରେ ହୋଇଥିବା ଏହି ଗୁଳିବିନିମୟରେ ୩ ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି।

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ସିଆରପିଏଫ୍ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଶ୍ରୀନଗର ପନ୍ଥା ଚୌକ୍ ଅଞ୍ଚଳରେ ହୋଇଥିବା ଏହି ଗୁଳିବିନିମୟରେ ୩ ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି। ଏହାସହ ଜମ୍ମୁ-କାଶ୍ମୀର ପୁଲିସର ଜଣେ ଏଏସଆଇ ବାବୁ ରାମ ସହିଦ ହୋଇଛନ୍ତି ।
ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ମାନେ ପୋଲିସ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପରେ ୟବାନ ମାନେ ଉକ୍ତ ଅଞ୍ଚଳକୁ ସିଲ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ପରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

Show More

Related Articles

Back to top button